UNA NEWS,
Odisha Bureau,
ବାଜିଛି ନିର୍ବାଚନୀ ବିଗୁଲ । ଗାଁରେ ଏବେ ପର୍ବ ଚାଲିଛି । ଏମିତି ସେମିତି ନୁହେଁ ଏ ହେଉଛି ୫ବର୍ଷିଆ ପର୍ବ । ଏଠାରେ ତୃଣମୂଳ ସ୍ତରର ନେତାମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରନ୍ତି । ଜିତିଲେ ମାଲାମାଲ୍ ଆଉ ହାରିଲେ ସର୍ବଶ୍ବାନ୍ତ । ଆଜି ଠୁ ଭୋଟ୍ ଲାଗି ନୋଟ୍ ଉଡ଼ିଲାଣି । ଏହି ପର୍ବ କାହିଁ କେତେ ଆବାହମାନକାଳରୁ ଚାଲି ଆସିଛି । ମାତ୍ର କହିବ କିଏ । କାହାର ଜୁ ଅଛି । ପ୍ରାୟ ସମୟରେ ବଂଶବାଦରେ ଚାଲେ ଗାଁ ରାଜନୀତି । ୨୦ରୁ ୩୦ବର୍ଷ ଗୋଟିଏ ପରିବାର ବି ରାଜୁତି କରନ୍ତି । କାହିଁକି ନା ଗାଁରେ ଆଉ କାହାର ଠିଆ ହେବାରେ ଅଧିକାର ନ ଥାଏ । ସେମାନେ କଳେ, ବଳେ କୌଶଳ ଲଗାଇ ଚାପି ଦିଅନ୍ତି । ବାହାରକୁ ସବୁ ଠିକ୍ ଦେଖା ଯାଉଥିବା ଗାଁ ରଜାନୀତି କିନ୍ତୁ ଭାରି ଗୋଳିଆ । ସରକାର ଯୋଜନା କରନ୍ତି ମାତ୍ର ନିମ୍ନ ସ୍ତରରେ ତାହା ପ୍ରତିଫଳନ ହୋଇନଥାଏ । ଏହାର ମୁଖ୍ୟ କାରଣ ଗାଁର କୁଜି ନେତା। ଆମକୁ ଭୋଟ ଦିଅ ନ ହେଲେ ତମର ରାସନ କଟିବ, ଘର ଆସିବନି, ଭତ୍ତା ମିଳିବନି । ମାତ୍ର ଯେଉଁ ଲୋକଟି ଉପଯୁକ୍ତ ହିତାଧିକାରୀ ନୁହେଁ ତା ଖାତାରେ ବର୍ଷକୁ ବର୍ଷ ଘରର ତାଲିକା ବଢି ଚାଲିଥାଏ ଆଉ ଯିଏ ବିରୋଧ କଲା ତା’ର ନାଁ କଟି ଚାଲିଥାଏ । ଏଭଳି ପରିସ୍ଥିତିରେ ଗାଁର ବିକାଶ କଥା କହିବା ବାହୁଲ୍ୟ ହେବ।
ପରିବାର ବାଦ ଗାଁର ବିକାଶରେ ବାଧକ ସାଜୁଛି । ପ୍ରତି ୫ବର୍ଷରେ ସିନା ଆସନ ସଂରକ୍ଷଣ ହେଉଛି ମାତ୍ର କ୍ଷମତା ଗାଁର ପ୍ରତିପତ୍ତିଶାଳୀ ଲୋକ ପାଖରେ ରହୁଛି । ମାନସିକତାରେ ପରିବର୍ତ୍ତନ ଆସୁନି । ଦେଶର ଲୋକଙ୍କୁ କଂଗ୍ରେସର ପରିବାର ବାଦ ଦେଖାଯାଉଛି । ମାତ୍ର ଗାଁରେ ଚାଲିଥିବା ପରିବାର ବାଦ ଲାଗି ଆଜି ଓଡ଼ିଶାର ଏଭଳି ଚିତ୍ର ମୋ ମତରେ । ମୋର ଏ ଲେଖା କାହାକୁ ତାତ୍ସଲ୍ୟ କରି ନୁହେଁ । ବରଂ ଏ ଲେଖା ହେଉଛି ସମାଜର ଭଦ୍ର ମୁଖା ତଳେ ରହି ଦୁର୍ନୀତିର ଗନ୍ତାଘର ସାଜିଥିବା ସେହି କୁଜି ନେତାଙ୍କ ଲାଗି । ସରକାର ନିୟମ କରୁଛନ୍ତି କିନ୍ତୁ ମିଳୁଛି ଯିଏ ତେଲ ମାରୁଛି । ଏଭଳି ସ୍ଥଳେ ରାଜଧାନୀର ଶୀତତାପ ନିୟନ୍ତ୍ରକ ରୁମରୁ ଗାଁର ବିକାଶ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବାବେଳେ ମାତ୍ର ଗାଁର ଚାଳ ଛପର ଘରେ ପହଞ୍ଚୁନି । ମହାତ୍ମାଗାନ୍ଧୀଙ୍କ ସେହି ଉକ୍ତି ଟି ଏଠି ମନେ ପଡ଼ିଯାଉଛି ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ଚଳିତ ବର୍ଷ ନିର୍ବାଚନ ରଣାଙ୍ଗନାରେ ଅଳ୍ପ ବହୁତେ ଶିକ୍ଷିତ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି ଯାହା ଆମ ଗଣତନ୍ତ୍ର ଲାଗି ଶୁଭଙ୍କର । ମାତ୍ର ଗାଁରେ ପରିବାରବାଦ ହଟୁ । ତା’ପରେ ଯାଇ ଗାଁର ବିକାଶ ଏବଂ ଦେଶର ବିକାଶ ହେବ। ପ୍ରତିବର୍ଷ ଗାଁକୁ ଘର ଆସୁଛି ମାତ୍ର ମିଳୁଛି ତେଲିଆଙ୍କୁ । ଏଭଳି ସ୍ଥଳେ ଗାଁରେ ଗୋଟିଏ ଗୋଷ୍ଠୀ ସାରା ଜୀବନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଆଉ ଅନ୍ୟ ଗୋଷ୍ଠୀ ସରକାରୀ ଯୋଜନାକୁ ଉପଭୋଗ କରି କରି ବଞ୍ଚୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ପରିବାର ବାଦ ନ ହଟିଲେ ଗାଁର ଉନ୍ନତି ଗୋଟିଏ ଗୋଷ୍ଠୀରେ ସବୁବେଳେ ସୀମୀତ ଥିବ । କେବଳ ପରିବାରର ବିକାଶ ହେବ ଆଉ ଗାଁରେ ଯୋଜନା ଅପହଞ୍ଚ ହେବ। ଏଥିଲାଗି ସଚେତନ ନାଗରିକମାନେ ନିଜ ନିଜର ଭୋଟକୁ ସଠିକ୍ ସ୍ଥାନରେ ଦେଲେ ଆଉ ଗାଁରେ ବିକାଶ ଅପହଞ୍ଚ ହେବନି । କାହାକୁ ଇଙ୍ଗିତ କରି ଏ ଲେଖା ନୁହେଁ ବରଂ ସତ ବଖାଣିବାକୁ ପ୍ରୟାସ ମୋର ।
ଆପଣଙ୍କ କଥାକାର
ଗୁରୁପଦ ନାଥ
Some really wonderful articles on this web site, thanks for contribution. “For today and its blessings, I owe the world an attitude of gratitude.” by Clarence E. Hodges.
Galatasaraylı kız sikiş porno vıdeolarını ücretsiz izle.
galatasaraylı kız sikiş sikiş filmleri oYoH ile izlenir,
kesintisiz seks merkezi.
Bedava sınırsız pornolar porno vıdeolarını ücretsiz
izle. bedava sınırsız pornolar sikiş filmleri oYoH ile izlenir, kesintisiz
seks merkezi. OY KATEGORİLER VIDEO ARA. Bedava Sınırsız Pornolar porno izle.
4:41. Tera Patrick Hoş Geldin Cennet Pornolar.
İzmirdeki 3gp video 18. Yazan yasarkarakuzu içinde. Yayınlanan Sehirler-001 Üniversiteye Hazırlık Çizim Kursları.
Yesterday, while I was at work, my cousin stole my iPad and tested to see if it can survive a forty foot drop, just so she can be a youtube sensation. My apple ipad is now destroyed and she has 83 views. I know this is entirely off topic but I had to share it with someone!
I think other site proprietors should take this web site as an model, very clean and excellent user friendly style and design, as well as the content. You are an expert in this topic!
so much great information on here, : D.
I see something truly special in this website.
You are my breathing in, I own few web logs and infrequently run out from to brand : (.
You actually make it seem so easy along with your presentation but I to find this matter to be really one thing that I think I’d never understand. It sort of feels too complex and very wide for me. I’m looking forward in your subsequent submit, I?¦ll try to get the cling of it!
Normally I don’t read post on blogs, but I wish to say that this write-up very forced me to try and do it! Your writing style has been surprised me. Thanks, very nice post.
I like what you guys are up too. Such smart work and reporting! Keep up the superb works guys I have incorporated you guys to my blogroll. I think it will improve the value of my site 🙂
I truly appreciate this post. I have been looking all over for this! Thank goodness I found it on Bing. You have made my day! Thank you again!
Sweet website , super design and style, very clean and employ genial.
Regards for this howling post, I am glad I discovered this internet site on yahoo.
naturally like your website but you need to test the spelling on several of your posts. Several of them are rife with spelling issues and I to find it very troublesome to tell the reality however I will definitely come again again.
It’s really a nice and useful piece of information. I’m glad that you shared this useful info with us. Please keep us informed like this. Thanks for sharing.
Hey are using WordPress for your site platform? I’m new to the blog world but I’m trying to get started and create my own. Do you require any html coding knowledge to make your own blog? Any help would be greatly appreciated!
Nude Sex Pics, Sexy Naked Women, Hot Girls Porn man self
suck porn porn monstr black female xxx porn small breast porn clips
free porn.
You completed several fine points there. I did a search on the subject matter and found a good number of persons will have the same opinion with your blog.