ତାଳଚେରରେ ରାଜନୈତିକ ହିଂସା : ପଂଚାୟତ ଅଫିସ୍ ପୋଡ଼ିଦେଲେ ଦୃର୍ବୁତ

7
141

UNA NEWS
Odisha BUREAU
ତାଳଚେର ତା ୦୪/୦୩ ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଟୁଂଲେଇ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ରାଜନୈତିକ ଅଭିିସନ୍ଧିକୁ କେନ୍ଦ୍ରକରି ଆଜି ଦୃର୍ବୁତମାନେ ଯୋଜନାବଦ୍ଧଭାବେ ପଂଚାୟତ ଗୃହର ସ୍କାଏଲାଇଟ୍ ଭାଙ୍ଗି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଘଟଣା ସମଗ୍ର ତାଳଚେରରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ଏହା ଫଳରେ କାର୍ଯ୍ୟାଳୟରେ ଥିବା ଆସବାବପତ୍ର ସହିତ କାଗଜପତ୍ର ପୋଡ଼ିଜଳି ନଷ୍ଟ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଏହା ତାଳଚେର ଅଂଚଳରେ ପ୍ରଥମ ନିର୍ବାଚନ ହିଂସା ଘଟଣା ବୋଲିି କୁହାଯାଉଛି । ଆସନ୍ତା ୧୦ତାରିଖରେ ନୂତନ ସରପଂଚ, ସମିତିସଭ୍ୟ ଦାୟୀତ୍ୱ ଗ୍ରହଣ କରିବା ପୂର୍ବରୁ ଏଭଳି ଏକ ଅଘଟଣ ଘଟିଛି । ତେଣୁ ଦିନ ଥାଉଥାଉ ପୋଲିସ୍ ଓ ପ୍ରଶାସନ କଡ଼ାକଡ଼ି ସୁରକ୍ଷା କରିବା ଆବଶ୍ୟକତା ରହିଛି ।

7 COMMENTS

  1. Write more, thats all I have to say. Literally, it seems as though you relied on the video to make your point. You definitely know what youre talking about, why throw away your intelligence on just posting videos to your weblog when you could be giving us something enlightening to read?

  2. Hi, Neat post. There’s an issue along with your web site in internet explorer, might check this… IE still is the marketplace leader and a good element of people will omit your great writing due to this problem.

LEAVE A REPLY

Please enter your comment!
Please enter your name here