ବୟସ ମାତ୍ର ୧୦ବର୍ଷ ହୋଇଥିଲେ ମଧ୍ୟ ଗାଁ ସ୍କୁଲରେ ପାଠପଢା ସାଙ୍ଗକୁ ନାଚଗୀତ ସହ ଖେଳ କୁଡ଼ରେ ରୁଚି ରଖିଛନ୍ତି ଅଭିଳିପ୍ସା ସର୍ବଭାରତୀୟ ବ୍ଲାକବେଲଟ୍ ପରୀକ୍ଷାରେ ଅଭିଲିପ୍ସା ଙ୍କ ସଫଳତା।ଚଳିତବର୍ଷ ଫେବୃୟାରୀ ମାସରେ ସର୍ବଭାରତୀୟ ସ୍ତରୀୟ ବ୍ଲାକବେଲ୍ଟ ପରୀକ୍ଷା ଭୁବନେଶ୍ଵର ସ୍ଥିତ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

8
156

UNA News
Odisha Bureau
3rd March


ବୟସ ମାତ୍ର ୧୦ବର୍ଷ ହୋଇଥିଲେ ମଧ୍ୟ ଗାଁ ସ୍କୁଲରେ ପାଠପଢା ସାଙ୍ଗକୁ ନାଚଗୀତ ସହ ଖେଳ କୁଡ଼ରେ ରୁଚି ରଖିଛନ୍ତି ଅଭିଳିପ୍ସା ସର୍ବଭାରତୀୟ ବ୍ଲାକବେଲଟ୍ ପରୀକ୍ଷାରେ ଅଭିଲିପ୍ସା ଙ୍କ ସଫଳତା।ଚଳିତବର୍ଷ ଫେବୃୟାରୀ ମାସରେ ସର୍ବଭାରତୀୟ ସ୍ତରୀୟ ବ୍ଲାକବେଲ୍ଟ ପରୀକ୍ଷା ଭୁବନେଶ୍ଵର ସ୍ଥିତ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ରେ ୫୨ଜଣ କରାଟେକା ଅଂଶଗ୍ରହଣ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା କରାଟେ ସଂଘର ସମ୍ପାଦକ ତଥା ଜିଲ୍ଲା ଉତ୍କଳ କରାଟେ ସଂଘର ସେନସେଇ ଦୀପକ୍ କୁମାର ସାମନ୍ତରାୟ ଙ୍କ ତତ୍ତ୍ଵାବଧାନରେ ଦୀର୍ଘ ୪ବର୍ଷ ଧରି କରାଟେ ଶିକ୍ଷା ଗ୍ରହଣ କରି ଅଭିଲିପସା ବ୍ଲାକବେଲ୍ଟ ପରୀକ୍ଷା ପାଇଁ ମନୋନିତ ହୋଇଥିଲେ । ଏହି ପରୀକ୍ଷା ରେ ଅଭିଲୀପ୍ସା ତ୍ରିପାଠୀ ପ୍ରଥମ ଡାନ୍ ବ୍ଲକବେଲ୍ଟ ହାସଲ କରିଥିଲେ ।

ତାଙ୍କର ଉନ୍ନତମାନର ପ୍ରଦର୍ଶନ ଓ ସଫଳତା ପାଇଁ ତାଙ୍କ କୋଚ ସେନଶେଇ ସାମନ୍ତରାୟ ଏବଂ ପରିବାର ବର୍ଗ ସହ ଜିଲ୍ଲା ବରିଷ୍ଟ ପ୍ରଶିକ୍ଷକମାନେ ଶୁଭେଛା ସହ ପ୍ରଂଶଶା କରିଥିଲେ । ଏହି ପରୀକ୍ଷାକୁ ଉତ୍କଳ କରାଟେ ସଂଘର ମୁଖ୍ୟ ତଥା ସୁକୋକାଇ କରାଟେ ଡୋ ୟୁନୀୟନ ଇଣ୍ଡିଆର ମୁଖ୍ୟ ହ।ନସି ଡଃ. ହରିପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଉନ୍ନତ ହୋଇଥିବା ବ୍ଲକ୍ ବେଲ୍ଟ ପ୍ରଦାନ କରିଥିଲେ। ଅଭିଲିପଶା ତ୍ରିପାଠୀ ଆଗାମୀ ଦିନରେ ହେବାକୁ ଥିବା ସରକାରୀ ସ୍ଵୀକୃତିପ୍ରାପ୍ତ ପ୍ରତିଯୋଗିତା ରେ ସଫଳତା ର ପଦକ ପାଇଁ ଆଶା ରଖିବା ସହ ସେ ଜଣେ ଗାଁ ସରକାରୀ ଇଉ.ପି ସ୍କୁଲରେ ପାଠପଢି ପାଠରେ ମନ ବଲାଇବ ସହ ଓଡ଼ିଶୀ ନୃତ୍ୟ ରେ କଟକ କଳାବିକାଶ କେନ୍ଦ୍ର ଏବଂ ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନେକ ନୂର୍ତ୍ୟ କରିବା ସାଙ୍ଗକୁ କରାଟେ ରେ ମଧ୍ୟ ପ୍ରଥମ ସୋପାନ ଚଢ଼ିଛନ୍ତି। ଅଭିଳିପା ତାଙ୍କ ମନର ଭାବନାକୁ ଉତ୍କଣ୍ଠାର ସହ ଆମ ଆଗରେ ପରିପ୍ରକାଶ କରିଛନ୍ତି ଆଗାମୀ ଦିନରେ ଏହିଭଳି ପ୍ରଶିକ୍ଷଣ ଆମ ସ୍କୁଲ ମାନଙ୍କରେ ଦିଆ ଯାଇପରାନ୍ତା ତେବେ ଅନେକ ପିଲାମାନେ ସବୁରି କ୍ଷେତ୍ରରେ ଆଗେଇ ପାରନ୍ତେ ।

8 COMMENTS

  1. I truly love your site.. Great colors & theme. Did you create this web site yourself?
    Please reply back as I’m attempting to create my own website and would like
    to learn where you got this from or exactly what the theme is named.
    Thanks!

  2. Good ?V I should definitely pronounce, impressed with your website. I had no trouble navigating through all tabs as well as related information ended up being truly simple to do to access. I recently found what I hoped for before you know it in the least. Reasonably unusual. Is likely to appreciate it for those who add forums or anything, site theme . a tones way for your customer to communicate. Nice task..

  3. Thanks for one’s marvelous posting! I certainly enjoyed reading it, you might be a great author.I will make sure to bookmark your blog and will eventually come back later in life. I want to encourage you to definitely continue your great work, have a nice afternoon!

  4. Hеy I know this iis off topic but I wаs wondering if you knew
    of any widgets I could add tto my blog that automatically tweet my neѡst twitter updatеs.
    I’ve been looking for a plug-in like this for quite ѕome time aand was hoping mabe youu would hae some experience with something like
    thіs. Please let me know іf you run into anything. I truly enjoy reading
    your blog and I look forward to your nnew updates. https://wiki.minecraft.jp.net/Sixteen_Best_Cool_Math_Games_For_Any_Age

  5. Hey I am so happy I found your webpage, I reallу found yyou by error, while I was
    looking оn Digg for something else, Regardlwss I am hdre now and would juѕt like to say kudos for a fantastic ρost and ɑ all round interesting blog (I aⅼo
    llve the tһeme/design), I don’t hɑve time to broqse it all at the
    moment but I have ѕaved it and aoso included your RSS feeds, so
    when I have time Ӏ will be back to read muϲh more, Please do keep
    up the awesome jo. http://dropshipping.istokpavlovic.com/wiki/index.php/Korisnik:DelorasJ36

  6. Thanks for sharing superb informations. Your site is very cool. I am impressed by the details that you have on this web site. It reveals how nicely you understand this subject. Bookmarked this web page, will come back for extra articles. You, my pal, ROCK! I found simply the information I already searched all over the place and simply could not come across. What an ideal site.

LEAVE A REPLY

Please enter your comment!
Please enter your name here